Aau Thare Mate Bhala Paibuki-GumanCharan Jena
网盘下载
如无法下载或有错误,请刷新重试或点此
反馈 给我们
[06:03.00]ସବୁମାନଅଭିମାନ ଭୁଲିଛି ମୁଁ,
[06:03.00]ଆଉ ଥରେ ଭଲମତେ ପାଇବୁକି ?
[06:03.00]କିଛିଉପହାର ନେଇ, ଆସିଛି ମୁଁ,
[06:03.00]ତୋର ହୃଦୟ ଦୁଆର ଖୋଲିବୁକି ?
[06:03.00]ମାନଅଭିମାନ ସବୁ ଭୁଲିଛି ମୁଁ,
[06:03.00]ଆଉ ଥରେ ଭଲମତେ ପାଇବୁକି ?
[06:03.00]କିଛିଉପହାର ନେଇ, ଆସିଛି ମୁଁ,
[06:03.00]ତୋର ହୃଦୟ ଦୁଆର ଖୋଲିବୁକି ?
[06:03.00]ମୋର ଭିଜା ଆଖି, ତତେ ଖୋଜେ ନିତି,
[06:03.00]ଖାଲି ଥିବା ଏ ଛାତିରେ ରହିବୁକି ?
[06:03.00]ମାନଅଭିମାନ ସବୁ ଭୁଲିଛି ମୁଁ,
[06:03.00]ଆଉ ଥରେ ଭଲମତେ ପାଇବୁକି ?
[06:03.00]ତୁ ଗଲା ଦିନୁ, ଏ ଜୀବନ ଲାଗେ, ଖାଲି ଖାଲି,
[06:03.00]ତୋ ସ୍ମୃତି ସବୁ, ଅହନିଶି ଯାଏ, ଜାଳି ଜାଳି ।
[06:03.00]ଅଧା ଗଢ଼ା ସ୍ୱପ୍ନ, କାନ୍ଦୁଥାଏ ସଦା, ରହି ରହି,
[06:03.00]ଅତୀତର ସେଇ, ଚିହ୍ନା ବାଟ ତୋର, ଚାହିଁ ଚାହିଁ।
[06:03.00]କେମିତି କହିବି, କେତେ ନିଃସଙ୍ଗ ମୁଁ,
[06:03.00]ବିନା ଶ୍ରାବଣରେ, ଆଜି ଭିଜୁଛି ମୁଁ ।
[06:03.00]ମୋ ଅନ୍ତର କଥା , ହୃଦୟ ର ବ୍ୟଥା?
[06:03.00]ଆଉ ଥରେ ମନକଥା ବୁଝିବୁକି ......
[06:03.00]ମାନଅଭିମାନ ସବୁ ଭୁଲିଛି ମୁଁ,
[06:03.00]ଆଉ ଥରେ ଭଲମତେ ପାଇବୁକି ?
[06:03.00]ଅଜାଣତେ ଦେଇଥିଲି ତତେ କଷ୍ଟ,
[06:03.00]ସେଇ ପାପ ପାଇଁ ଆଜି ପଥଭ୍ରଷ୍ଟ।
[06:03.00]କ୍ଷମା କରିଦେବୁ ମୋର ଅନୁରୋଧ,
[06:03.00]କେବେ କରିବିନି ଆଉ ପ୍ରତିରୋଧ।
[06:03.00]ତୁ ଥିଲୁ ବୋଲି, ଥିଲା ମୋ ଦୁନିଆଁ,
[06:03.00]ଆଜି ତୋ ବିନା ସବୁ ଧୂଆଁ ଧୂଆଁ।
[06:03.00]ଦିନ ଚାଲିଗଲା, କଥା ରହିଗଲା,
[06:03.00]ପଛ କଥା ଭୁଲି, ଥରେ ଫେରିବୁକି ?
[06:03.00]ମାନଅଭିମାନ ସବୁ ଭୁଲିଛି ମୁଁ,
[06:03.00]ଆଉ ଥରେ ଭଲମତେ ପାଇବୁକି ?
[06:03.00]ମାନ ଅଭିମାନ ସବୁ ଭୁଲିଛି ମୁଁ,
[06:03.00]ଆଉ ଥରେ ଭଲ, ମତେ ପାଇବୁକି ?
[06:03.00]କିଛି ଉପହାର ନେଇ ଆସିଛି ମୁଁ,
[06:03.00]ତୋର ହୃଦୟ ଦୁଆର ଖୋଲିବୁକି ?
展开